Advertisment

ଅରକ୍ଷିତକୁ ଦଇବ ସାହା! ରାସ୍ତା କଡ଼ରୁ କୋଟିପତିଙ୍କ ଝିଅ

‘ଅରକ୍ଷିତକୁ ଦଇବ ସାହା’ ଏହାର ଅର୍ଥ ହେଉଛି ଯାହାର କେହି ନାଥାନ୍ତି ତା’ ପାଇଁ ଈଶ୍ୱର ଅଛନ୍ତି।

author-image
Manoj Swain

‘ଅରକ୍ଷିତକୁ ଦଇବ ସାହା’ ଏହାର ଅର୍ଥ ହେଉଛି ଯାହାର କେହି ନାଥାନ୍ତି ତା’ ପାଇଁ ଈଶ୍ୱର ଅଛନ୍ତି। ସେ ନିଶ୍ଚୟ କେଉଁ ରୂପରେ ଆସି ତା’କୁ ରକ୍ଷା କରିବେ। ଏ ଭଳି ଏକ ବିଶ୍ୱାସ ପ୍ରାୟ ସବୁଧର୍ମରେ ଦେଖିବାକୁ ମିଳେ। ଏକଥା ଆଜି ବାସ୍ତବରେ ପରିଣତ ହୋଇଛି। ଦିନେ ରାସ୍ତା କଡ଼ରେ ପଡ଼ି କୁଆଁ କୁଆଁ କାନ୍ଦୁଥିଲେ ବାପା ମାଆ ଛେଉଣ୍ଡ ଶିଶୁକନ୍ୟା। ଆଜି ଆମେରିକାର ଜଣେ କୋଟିପତିଙ୍କ ଝିଅ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Koraput