ମନ ଜିଣୁଛି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଜିନିଷ

ବର୍ଜ୍ୟବସ୍ତୁରୁ ନିର୍ମିତ ପ୍ରତ୍ୟେକଟି କଳାକୃତି ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି।

Manoj Swain
  • Published: Friday, 16 August 2024
  • Updated: 16 August 2024, 12:07 PM IST

Sports

Latest News

ଉଚ୍ଚ ବେତନର ଦରମା ବଦଳାଇ ପାରିଲାନି ପ୍ରବୃତ୍ତି । ଚାକିରି ଛାଡ଼ି କଳାକୃତିରେ ମନୋବଳାଇଲେ ମହିଳା । ଅଦରକାରୀ ବସ୍ତୁରେ ଜୀବନ୍ତ ହୋଇଉଠୁଛି ପ୍ରତ୍ୟେକଟି କଳାକୃତି । ତାଙ୍କ ତୁଳୀର ସ୍ପର୍ଶରେ ଉଦ୍ଭାସିତ ହେଉଛି ଚିତ୍ରକଳା । ଭୁବନେଶ୍ୱରର ସ୍ୱପ୍ନାରାଣୀ ସାହୁଙ୍କ ସୃଜନ ଦେଖିଲେ ଯେ କେହି ବି ପ୍ରଶଂସା କରିବେ । ବର୍ଜ୍ୟବସ୍ତୁରୁ ନିର୍ମିତ ପ୍ରତ୍ୟେକଟି କଳାକୃତି ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos