ମନ ଜିଣୁଛି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ଜିନିଷ | Odisha Reporter
Advertisment
ଉଚ୍ଚ ବେତନର ଦରମା ବଦଳାଇ ପାରିଲାନି ପ୍ରବୃତ୍ତି । ଚାକିରି ଛାଡ଼ି କଳାକୃତିରେ ମନୋବଳାଇଲେ ମହିଳା । ଅଦରକାରୀ ବସ୍ତୁରେ ଜୀବନ୍ତ ହୋଇଉଠୁଛି ପ୍ରତ୍ୟେକଟି କଳାକୃତି । ତାଙ୍କ ତୁଳୀର ସ୍ପର୍ଶରେ ଉଦ୍ଭାସିତ ହେଉଛି ଚିତ୍ରକଳା । ଭୁବନେଶ୍ୱରର ସ୍ୱପ୍ନାରାଣୀ ସାହୁଙ୍କ ସୃଜନ ଦେଖିଲେ ଯେ କେହି ବି ପ୍ରଶଂସା କରିବେ । ବର୍ଜ୍ୟବସ୍ତୁରୁ ନିର୍ମିତ ପ୍ରତ୍ୟେକଟି କଳାକୃତି ବେଶ୍ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us