Advertisment

'ବାବୁ ଆମକୁ ରାସ୍ତା କେବେ ଦେବୁ ?'

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଳକ୍ ସଭାଗୃହରେ ଚାଲିଥିବା ଜନଶୁଣାଣି ସମୟର। ବ୍ଲକ ହେଡକ୍ୱାର୍ଟରେ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ହଠାତ ଜଣେ ମହିଳା ଆସି ପ୍ରଶାସନିକ ଅଧିକାରୀଙ୍କୁ ମନଇଚ୍ଛା ନିଜ ଭାଷାରେ ଶୁଣାଇଥିଲେ।

author-image
Manoj Swain

ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଳକ୍ ସଭାଗୃହରେ ଚାଲିଥିବା ଜନଶୁଣାଣି ସମୟର। ବ୍ଲକ ହେଡକ୍ୱାର୍ଟରେ ଅଭିଯୋଗ ଶୁଣାଣୀ ଚାଲିଥିବା ବେଳେ ହଠାତ ଜଣେ ମହିଳା ଆସି ପ୍ରଶାସନିକ ଅଧିକାରୀଙ୍କୁ ମନଇଚ୍ଛା ନିଜ ଭାଷାରେ ଶୁଣାଇଥିଲେ। ବ୍ଳକର ପେଟଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁର ବୃଦ୍ଧା ଦୁଃଖୀ ଭକ୍ତା ନିଜ ଗାଁର ସମସ୍ୟାକୁ ଯେଉଁଭଳି ଢଙ୍ଗରେ ବଖାଣିଛନ୍ତି ତାହା ବାବୁଙ୍କ ନିଦ ହଜାଇ ଦେଇଛି।

Advertisment
Odisha Kendrapada