Advertisment

ସିନ୍ଦୁର ପୋଛିବା ଆଗରୁ ମୋ ସ୍ୱାମୀଙ୍କ ଆଖି ନେଇଯାଅ

ମଥାରୁ ସିନ୍ଦୁର ଲିଭି ଯାଇଛି କିନ୍ତୁ ମନରେ ଅବଶୋଷ ରଖିନାହାନ୍ତି କାରଣ ସ୍ୱାମୀଙ୍କ ମୃତ୍ୟୁ ପରେ ବି ସେ ନିଜ ସିଂଦୁରର ଶେଷଇଚ୍ଛାକୁ ପୁରଣ କରିପାରିଛନ୍ତି ।  ମଥାରୁ ସିନା ସିନ୍ଦୁର ଲିଭିଗଲା କିନ୍ତୁ ସ୍ୱାମୀ ସବୁଦିନ ପାଇଁ ବଞ୍ଚିରହିଲେ ।

author-image
Manoj Swain

ନିଜ ଆଖିର ଲୁହକୁ ଅଟକାଇ ପାରୁନଥିବା ଏଇ ପରିବାରଟି ବେଶ ଗରିବ ସିନା କିନ୍ତୁ ଏମାନଙ୍କ ହୃଦୟ ବହୁତ ବଡ଼ । ସ୍ଥାଣୁ ହୋଇ ବସି ରହିଥିବା ଏହି ମହିଳା ଜଣକ ସଦ୍ୟ ବିଧବା ହୋଇଛନ୍ତି । ମଥାରୁ ସିନ୍ଦୁର ଲିଭି ଯାଇଛି କିନ୍ତୁ ମନରେ ଅବଶୋଷ ରଖିନାହାନ୍ତି କାରଣ ସ୍ୱାମୀଙ୍କ ମୃତ୍ୟୁ ପରେ ବି ସେ ନିଜ ସିଂଦୁରର ଶେଷଇଚ୍ଛାକୁ ପୁରଣ କରିପାରିଛନ୍ତି ।  ମଥାରୁ ସିନା ସିନ୍ଦୁର ଲିଭିଗଲା କିନ୍ତୁ ସ୍ୱାମୀ ସବୁଦିନ ପାଇଁ ବଞ୍ଚିରହିଲେ ।

Advertisment
Odisha Balasore