କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆ ବଜାରରେ ଦୋକାନ କରିଥିବା ଏ ହେଉଛନ୍ତି, ଗଣେଶ ଚନ୍ଦ୍ର ରାଏ। ସକାଳ ହେବା ମାତ୍ରେ ହଜାର ହଜାର ସଂଖ୍ୟାର ମହୁମାଛି ତାଙ୍କ ଦୋକାନକୁ ଧାଇଁ ଆସନ୍ତି। ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଦୋକାନ ଖୋଲିବା ମାତ୍ରେ ପହଞ୍ଚିଯାଆନ୍ତି ମହୁମାଛି। ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ଏହି ମହୁମାଛିଗୁଡ଼ିକ କୌଣସି କ୍ଷତି କରନ୍ତି ନାହିଁ। ବରଂ ଗଣେଶ ଓ ମହୁମାଛିଙ୍କ ଭିତରେ ଥିବା ଭଲ ପାଇବାକୁ ସମସ୍ତେ ଦେଖନ୍ତି। ଗଣେଶ ପ୍ରତିଦିନ ତାଙ୍କ ପାଇଁ ଚେରି ଖାଇବାକୁ ଦେବା ପରେ ଦୋକାନ କାମ ଆରମ୍ଭ କରନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।