Advertisment

ମହୁମାଛି ସହ ବାନ୍ଧିଛନ୍ତି ବନ୍ଧୁ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆ ବଜାରରେ ଦୋକାନ କରିଥିବା ଏ ହେଉଛନ୍ତି, ଗଣେଶ ଚନ୍ଦ୍ର ରାଏ। ସକାଳ ହେବା ମାତ୍ରେ ହଜାର ହଜାର ସଂଖ୍ୟାର ମହୁମାଛି ତାଙ୍କ ଦୋକାନକୁ ଧାଇଁ ଆସନ୍ତି। ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଦୋକାନ ଖୋଲିବା ମାତ୍ରେ ପହଞ୍ଚିଯାଆନ୍ତି ମହୁମାଛି। ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ଏହି ମହୁମାଛିଗୁଡ଼ିକ କୌଣସି କ୍ଷତି କରନ୍ତି ନାହିଁ।

author-image
Manoj Swain

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆ ବଜାରରେ ଦୋକାନ କରିଥିବା ଏ ହେଉଛନ୍ତି, ଗଣେଶ ଚନ୍ଦ୍ର ରାଏ। ସକାଳ ହେବା ମାତ୍ରେ ହଜାର ହଜାର ସଂଖ୍ୟାର ମହୁମାଛି ତାଙ୍କ ଦୋକାନକୁ ଧାଇଁ ଆସନ୍ତି। ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ଦୋକାନ ଖୋଲିବା ମାତ୍ରେ ପହଞ୍ଚିଯାଆନ୍ତି ମହୁମାଛି। ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମଧ୍ୟ ଏହି ମହୁମାଛିଗୁଡ଼ିକ କୌଣସି କ୍ଷତି କରନ୍ତି ନାହିଁ। ବରଂ ଗଣେଶ ଓ ମହୁମାଛିଙ୍କ ଭିତରେ ଥିବା ଭଲ ପାଇବାକୁ ସମସ୍ତେ ଦେଖନ୍ତି। ଗଣେଶ ପ୍ରତିଦିନ ତାଙ୍କ ପାଇଁ ଚେରି ଖାଇବାକୁ ଦେବା ପରେ ଦୋକାନ କାମ ଆରମ୍ଭ କରନ୍ତି।

Advertisment
Odisha Kendrapada