Advertisment

ହ୍ୱିଲ ଚେୟାରରେ ପ୍ରେମିକ, ହାତ ଛାଡିଲେନି ପ୍ରେମିକା

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶେରପୁର ଗାଁର ବସନ୍ତ ପାଣିଗ୍ରାହୀଙ୍କୁ ବିବାହ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ବିଦୁସ୍ମିତା ଲେଙ୍କ।

Advertisment

ଭିନ୍ନକ୍ଷମ ପ୍ରେମିକର ହାତ ଧରିଲେ ପ୍ରେମିକା। ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶେରପୁର ଗାଁର ବସନ୍ତ ପାଣିଗ୍ରାହୀଙ୍କୁ ବିବାହ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ବିଦୁସ୍ମିତା ଲେଙ୍କ। ସେ ଜାଣିଛି ଭଗ୍ନ ମୂର୍ତ୍ତୀର ରେଣୁରେ ସମ୍ପର୍କର ପୂର୍ଣ୍ଣତା ଏଠି ଅସହଜ। ହ୍ୱିଲ ଚେୟାରର ଚକ ଯେ ସଳଖି ହୋଇ ଜୀବନ ରାସ୍ତାରେ ସବୁଦିନେ ଗଡ଼ିବ । ତାହା ବି ତାକୁ ଜଣା ନାହିଁ । ତଥାପି ସେ ଫଗୁଣର ପାହାଚ ଡେଇଁ ଆଜି ନବ ବଧୂ ସାଜିବାକୁ ବସିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe