୯ ବର୍ଷରେ ସାଜିଛି ମା\', ବଞ୍ଚାଇରଖିଛି କଅଁଳ ଜୀବନ | Odisha Reporter
Advertisment
ବୟସ ମାତ୍ର ୯ ବର୍ଷ। ନିଜେ ବାସନ ମାଜୁଛି। ଘରର ଯାବତୀୟ କାମଠୁ ନେଇ, ଦୁଇ କୁନି ଭାଇ ଭଉଣୀଙ୍କୁ ହାତରେ ଖୁଆଇ ଦେଉଛି। ଡ୍ରେସ୍ ପିନ୍ଧାଇ ଦେଉଛି। ଛୋଟ ବୟସରେ ବି ତା ଦାୟିତ୍ୱବୋଧ ବେଶ ଗୁରୁତ୍ୱପୂର୍ଣ୍ଣ। ସେ ବୁଝିଛି ବାପାମାଆଙ୍କ ଅନୁପସ୍ଥିତିରେ ବଡ଼ ଭାଇର ଦାୟିତ୍ୱ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗାଁର ସହଦେବଙ୍କ କର୍ତ୍ତବ୍ୟ ଦେଖିଲେ ଆପଣ ତାଟକା ହୋଇଯିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us