ଗ୍ରାଉଣ୍ଡ ଜିରୋରେ ବିଜୟ ମହାପାତ୍ର; କ’ଣ କହିଲେ ଶୁଣନ୍ତୁ

ଆମ୍ବ ଟାକୁଆ କଥା କ’ଣ ପାରମ୍ପାରିକ ଖାଦ୍ୟ?

Jitendra Garnayak
  • Published: Sunday, 10 November 2024
  • Updated: 10 November 2024, 02:10 PM IST

Sports

Latest News

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ପରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ତାଙ୍କ ସହଯୋଗୀ ମାନଙ୍କ ସହିତ ସେହି ଗ୍ରାମକୁ ଯାଇ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନଙ୍କୁ ଭେଟିଛନ୍ତି । ଏହା ସହିତ କାହିଁକି ଗ୍ରାମବାସୀମାନେ ଆମ୍ବ ଟାକୁଆ ଖାଉଛନ୍ତି, ସେ ନେଇ ସେମାନଙ୍କ ସହିତ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos