Advertisment

ଗ୍ରାଉଣ୍ଡ ଜିରୋରେ ବିଜୟ ମହାପାତ୍ର; କ’ଣ କହିଲେ ଶୁଣନ୍ତୁ

ଆମ୍ବ ଟାକୁଆ କଥା କ’ଣ ପାରମ୍ପାରିକ ଖାଦ୍ୟ?

Advertisment

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ପରେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ତାଙ୍କ ସହଯୋଗୀ ମାନଙ୍କ ସହିତ ସେହି ଗ୍ରାମକୁ ଯାଇ ମୃତକଙ୍କ ପରିବାର ଏବଂ ଗ୍ରାମବାସୀମାନଙ୍କୁ ଭେଟିଛନ୍ତି । ଏହା ସହିତ କାହିଁକି ଗ୍ରାମବାସୀମାନେ ଆମ୍ବ ଟାକୁଆ ଖାଉଛନ୍ତି, ସେ ନେଇ ସେମାନଙ୍କ ସହିତ ଆଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe