Advertisment

ଡାକ୍ତରୀ ପଢ଼ିବେ ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି

NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ ।

author-image
Manoj Swain

ଅନୁନ୍ନତ ବଣ୍ଡା ଘାଟି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମାଲକାନଗିରି ଜିଲ୍ଲା ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ପାଲଟିବେ ବଣ୍ଡାଘାଟିର ପ୍ରଥମ ଡାକ୍ତର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Malkangiri NEET