ଉପାନ୍ତ ପୁଅ ହେବ ବିଖ୍ୟାତ, ବଣ୍ଡା ଘାଟିରୁ ବନିବ ଡାକ୍ତର | Odisha Tribal Student | Doctor | NEET 2024 | OR
Advertisment
ଅନୁନ୍ନତ ବଣ୍ଡା ଘାଟି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମାଲକାନଗିରି ଜିଲ୍ଲା ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ପାଲଟିବେ ବଣ୍ଡାଘାଟିର ପ୍ରଥମ ଡାକ୍ତର। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us