ବଡ ବଡ ଇଂଜିନିୟର ବି ଫେଲ ମାରିବେ କନ୍ଧମାଳର ଏଇ ଚାଷୀଙ୍କ ଆଗରେ... | Odisha Reporter
ବାର ମାସ ଧରି ଜମିରେ ସୁନାର ଫସଲ ଅମଳ କରୁଥିବା ଏହି ଯୁବକ ଜଣଙ୍କ ନିଜସ୍ୱ ଖର୍ଚ୍ଚରେ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଏବେ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତା ପୁଣି ବିନା ସରକାରୀ ସହାୟତାରେ । ଖରା ଦିନରେ ଚାଷ ପାଇଁ ପାଣି ଅଭାବକୁ ଦୂର କରିବାକୁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି । ଯେଉଁଥି ପାଇଁ ଅଜୟ ନିଜ ସଂଚିତ ଅର୍ଥରୁ ୨ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରି ଚେକ୍ ଡ୍ୟାମ୍ ନିର୍ମାଣ କରିଥିବା କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
