ସଫଳ ଚାଷୀ ଅଜୟ ଦିଗାଲ

  • Published: Sunday, 04 August 2024
  • , Updated: 04 August 2024, 12:13 PM IST

ବାର ମାସ ଧରି ଜମିରେ ସୁନାର ଫସଲ ଅମଳ କରୁଥିବା ଏହି ଯୁବକ ଜଣଙ୍କ ନିଜସ୍ୱ ଖର୍ଚ୍ଚରେ ନଦୀରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଏବେ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତା ପୁଣି ବିନା ସରକାରୀ ସହାୟତାରେ । ଖରା ଦିନରେ ଚାଷ ପାଇଁ ପାଣି ଅଭାବକୁ ଦୂର କରିବାକୁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି । ଯେଉଁଥି ପାଇଁ ଅଜୟ ନିଜ ସଂଚିତ ଅର୍ଥରୁ ୨ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରି ଚେକ୍ ଡ୍ୟାମ୍ ନିର୍ମାଣ କରିଥିବା କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Related story