ଚର୍ଚ୍ଚାରେ ସୁଦୁରୁଙ୍କ ମାଟି ବୋତଲ | Odisha Reporter
କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ। ଅତି ଯତ୍ନର ସହ ତିଆରି ହେଉଛି ମାଟି ପାତ୍ର । ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା । ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
