Advertisment

ମାଟିରୁ ତିଆରି ହେଉଛି ବୋତଲ

ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା । ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି ।

Advertisment

କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ। ଅତି ଯତ୍ନର ସହ ତିଆରି ହେଉଛି ମାଟି ପାତ୍ର । ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା । ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।  

Advertisment
Odisha Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe