କିଏ ଘୁଷୁରି ଘୁଷୁରି ସାହାରା ମାଗୁଛି । ଆଉ କିଏ ବଞ୍ଚିବାର ଭିକ୍ଷା ? ପୁଣି ନିର୍ଜୀବ ଚକଟା କାହା ଜୀବନକୁ ଏଠି ଭିଡି ନେଉଛି । ଦେହ ଅଛି ଗୋଡ଼ ନାହିଁ । ଗୋଡ଼ ଥିଲେ ଜୁ ନାହିଁ । ଭୋକ କଲେ ବି ଭୋକିବାକୁ ବଳ ନାହିଁ । ଦିନେ ଭାତ ମାଂସ ଦେଉଥିବା ମାଲିକ ଆଜି ପାଣି ମୁନ୍ଦେ ଦେବାକୁ ବି ଚାହୁଁନାହିଁ । ଶେଷରେ ଦରଛିଣ୍ଡା ଦେହକୁ ଧରି ବଞ୍ଚିବାର ହାତ ପାତୁଥିବା ଏ ବେସେହାରା ପଶୁ... ଏହି ବେସାହାରାଙ୍କ ବନ୍ଧୁ ହେଉଛନ୍ତି କେୟାର ଫର ଆନିମଲସ୍ ଫାଉଡେସନର ସୌମ୍ୟରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ୍। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।