Advertisment

ଏ କେଉଁ ଜନ୍ମର ସମ୍ପର୍କ ?

ଦିନେ ଭାତ ମାଂସ ଦେଉଥିବା ମାଲିକ ଆଜି ପାଣି ମୁନ୍ଦେ ଦେବାକୁ ବି ଚାହୁଁନାହିଁ ।

author-image
Manoj Swain

କିଏ ଘୁଷୁରି ଘୁଷୁରି ସାହାରା ମାଗୁଛି । ଆଉ କିଏ ବଞ୍ଚିବାର ଭିକ୍ଷା ? ପୁଣି ନିର୍ଜୀବ ଚକଟା କାହା ଜୀବନକୁ ଏଠି ଭିଡି ନେଉଛି । ଦେହ ଅଛି ଗୋଡ଼ ନାହିଁ । ଗୋଡ଼ ଥିଲେ ଜୁ ନାହିଁ । ଭୋକ କଲେ ବି ଭୋକିବାକୁ ବଳ ନାହିଁ । ଦିନେ ଭାତ ମାଂସ ଦେଉଥିବା ମାଲିକ ଆଜି ପାଣି ମୁନ୍ଦେ ଦେବାକୁ ବି ଚାହୁଁନାହିଁ । ଶେଷରେ ଦରଛିଣ୍ଡା ଦେହକୁ ଧରି ବଞ୍ଚିବାର ହାତ ପାତୁଥିବା ଏ ବେସେହାରା ପଶୁ... ଏହି ବେସାହାରାଙ୍କ ବନ୍ଧୁ ହେଉଛନ୍ତି କେୟାର ଫର ଆନିମଲସ୍‌ ଫାଉଡେସନର ସୌମ୍ୟରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ୍‌। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cuttack