ଯୌବନ ବେଳେ ପାଖରେ ଶୋଉଥିଲେ, ବଳ କମିଗଲା ବୋଲି… Selfish Man, Helpless Dog | Odisha Reporter
Advertisment
କିଏ ଘୁଷୁରି ଘୁଷୁରି ସାହାରା ମାଗୁଛି । ଆଉ କିଏ ବଞ୍ଚିବାର ଭିକ୍ଷା ? ପୁଣି ନିର୍ଜୀବ ଚକଟା କାହା ଜୀବନକୁ ଏଠି ଭିଡି ନେଉଛି । ଦେହ ଅଛି ଗୋଡ଼ ନାହିଁ । ଗୋଡ଼ ଥିଲେ ଜୁ ନାହିଁ । ଭୋକ କଲେ ବି ଭୋକିବାକୁ ବଳ ନାହିଁ । ଦିନେ ଭାତ ମାଂସ ଦେଉଥିବା ମାଲିକ ଆଜି ପାଣି ମୁନ୍ଦେ ଦେବାକୁ ବି ଚାହୁଁନାହିଁ । ଶେଷରେ ଦରଛିଣ୍ଡା ଦେହକୁ ଧରି ବଞ୍ଚିବାର ହାତ ପାତୁଥିବା ଏ ବେସେହାରା ପଶୁ... ଏହି ବେସାହାରାଙ୍କ ବନ୍ଧୁ ହେଉଛନ୍ତି କେୟାର ଫର ଆନିମଲସ୍ ଫାଉଡେସନର ସୌମ୍ୟରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us