ବେଇମାନ ଦୁନିଆରେ ବେସାହାରାଙ୍କ ବନ୍ଧୁ | Odisha Reporter
ଏ କେଉଁ ଜନ୍ମର ସମ୍ପର୍କ ? କଥା କହିପାରୁନଥିବା ପଶୁଟି ଯନ୍ତ୍ରଣାରେ ଛଟପଟ ହେଲେ, ଏ ମଣିଷର ଛାତି ଫାଟିଯାଉଛି। ଏ ସମାଜ ଯେତେବେଳେ ପର କରିଦେଲା, ସେତେବେଳେ ଏ ଦରଦୀ ମଣିଷ ଏମାନଙ୍କୁ ଆପଣାଇ ନେଲା। ଏହି ବେଇମାନୀ ଦୁନିଆରେ ବେସାହାରାଙ୍କ ବନ୍ଧୁ ହେଉଛନ୍ତି କେୟାର ଫର ଆନିମଲସ୍ ଫାଉଡେସନର ସୌମ୍ୟରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ୍। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
