Advertisment

ବେଇମାନ ଦୁନିଆରେ ବେସାହାରାଙ୍କ ବନ୍ଧୁ

ଏ କେଉଁ ଜନ୍ମର ସମ୍ପର୍କ ? କଥା କହିପାରୁନଥିବା ପଶୁଟି ଯନ୍ତ୍ରଣାରେ ଛଟପଟ ହେଲେ, ଏ ମଣିଷର ଛାତି ଫାଟିଯାଉଛି।

Advertisment

ଏ କେଉଁ ଜନ୍ମର ସମ୍ପର୍କ ? କଥା କହିପାରୁନଥିବା ପଶୁଟି ଯନ୍ତ୍ରଣାରେ ଛଟପଟ ହେଲେ, ଏ ମଣିଷର ଛାତି ଫାଟିଯାଉଛି। ଏ ସମାଜ ଯେତେବେଳେ ପର କରିଦେଲା, ସେତେବେଳେ ଏ ଦରଦୀ ମଣିଷ ଏମାନଙ୍କୁ ଆପଣାଇ ନେଲା। ଏହି ବେଇମାନୀ ଦୁନିଆରେ ବେସାହାରାଙ୍କ ବନ୍ଧୁ ହେଉଛନ୍ତି କେୟାର ଫର ଆନିମଲସ୍‌ ଫାଉଡେସନର ସୌମ୍ୟରଞ୍ଜନ ମହାନ୍ତି ଏବଂ ତାଙ୍କ ଟିମ୍‌। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe