ପିଲା ପକାଉଛନ୍ତି ବାପା ମା’ଙ୍କ ହାତଗଣ୍ଠି| Odisha Reporter
ବୁଢା ବରକୁ ବୁଢୀ କନିଆ। ବାହାଘରର ସାକ୍ଷୀ ରହିଛି ଅଗ୍ନି ନିଆଁ। ବାଜୁଛି ଯୋଡି ନାଗରାକୁ ମହୁରୀ, ଚାଲିଛି ବରକନିଆଙ୍କ ଫେରି। ପରସ୍ପରର ମୁଣ୍ଡରେ ପକାଉନ୍ତି ଫୁଲ ଓ ଚାଉଳ । ସମସ୍ତଙ୍କ ବୟସ ପାଖାପାଖି 60 ରୁ 90 ବର୍ଷ ମଧ୍ୟରେ ହେବ । ଚମ ଧୂଡୁଧୁଡୁ ହେଲାଣି। କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା। ଗତକାଲି ଝାରସୁଗୁଡ଼ା ରେଳବାଇ କଲୋନୀରେ ଦେଖିବାକୁ ମିଳିଛି ଏଭଳି ନିଆରା ବିହାଘର ଉତ୍ସବ। ୫୦ ଦମ୍ପତି କରିଛନ୍ତି ବିବାହ। ଏହି ବିବାହ ଅୟୋଜନ କରିଛି ଝାରଖଣ୍ଡ ଶ୍ରୀବାରୀ ସେବାଦଳ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
