ଭଉଣୀଙ୍କ ଦେହ ଖରାପ ଶୁଣି ଧାଇଁ ଆସିଲେ ରାଜ୍ୟପାଳ | Odisha Reporter
ଭଉଣୀଙ୍କ ଦେହ ଖରାପ ଶୁଣି ଧାଇଁ ଆସିଲେ ରାଜ୍ୟପାଳ ଭାଇ । ଛତିଶଗଡ଼ ରାଜ୍ୟପାଳ ଵିଶ୍ୱଭୂଷଣ ହରିଚନ୍ଦନ ତାଙ୍କ ଭଉଣୀଙ୍କ ଦେହ ଖରାପ ଶୁଣି କଟକ ସହର କାଜିପାଟଣା ଘରକୁ ଆସିଥିଲେ ଦେଖିବା ପାଇଁ । କିଛି ବର୍ଷ ପୂର୍ବରୁ ଭଉଣୀ ମିତା ଦଳ ବେହେରାଙ୍କ ଓପନ ହାର୍ଟ ସର୍ଜରୀ ଅପରେଶନ ହୋଇଥିଲା । ଏହାପରେ ଗତ କିଛି ଦିନ ହେବ ସେ ଅସୁସ୍ଥ ଅନୁଭବ କରୁଥିଲେ । ଭାଇ ଵିଶ୍ୱଭୁଷଣ ଏକଥା ଶୁଣି ଧର୍ଯ୍ୟ ଧରି ରହି ପାରିନଥିଲେ। ସାନ ଭଉଣୀର ସ୍ୱାସ୍ଥ୍ୟବସ୍ଥା ଵୁଝିବା ପାଇଁ ଚାଲିଆସିଥିଲେ ତାଙ୍କ ଘରକୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
