Advertisment

ଏ ସରକାରରେ ତେଲିଆ ମୁଣ୍ଡରେ ତେଲ !

ଯେଉଁଠି ନୂତନ ଓଡ଼ିଶା କଥା ସରକାର କହୁଛନ୍ତି, ସେଠି ଛଅ ପ୍ରାଣୀଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ ଅତିବାହିତ କରୁଛନ୍ତି ଗୋଟିଏ ପରିବାର। ବିଧାୟକ ବଦ୍ରି ପାତ୍ରଙ୍କଠୁ ଆରମ୍ଭ କରି ତାଙ୍କୁ ପୁଅ, ପଞ୍ଚାୟତର ସରପଞ୍ଚଙ୍କଠୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷ, ସମସ୍ତଙ୍କୁ ଗୁହାରି କରି ଥକିପଡ଼ିଲେଣି ବୁଢ଼ୀ ମାଉସୀ।

Advertisment

ଯେଉଁଠି ନୂତନ ଓଡ଼ିଶା କଥା ସରକାର କହୁଛନ୍ତି, ସେଠି ଛଅ ପ୍ରାଣୀଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ଯାପନ ଅତିବାହିତ କରୁଛନ୍ତି ଗୋଟିଏ ପରିବାର। ବିଧାୟକ ବଦ୍ରି ପାତ୍ରଙ୍କଠୁ ଆରମ୍ଭ କରି ତାଙ୍କୁ ପୁଅ, ପଞ୍ଚାୟତର ସରପଞ୍ଚଙ୍କଠୁ ଆରମ୍ଭ କରି ବ୍ଲକ କର୍ତ୍ତୃପକ୍ଷ, ସମସ୍ତଙ୍କୁ ଗୁହାରି କରି ଥକିପଡ଼ିଲେଣି ବୁଢ଼ୀ ମାଉସୀ। ଏ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ। ଯେଉଁ ବ୍ୟକ୍ତିଙ୍କ ପାଖରେ ବିରାଟ କୋଠାଘର ନିର୍ମାଣ କରିବାର ସାମର୍ଥ୍ୟ ଅଛି, ସେହିଭଳି ବ୍ୟକ୍ତିଙ୍କୁ ସରକାରୀ ଯୋଜନାରେ ଆବାସ ପ୍ରଦାନ କରାଯାଇଛି। କିନ୍ତୁ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି। ଇଏ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ଦରଡ଼ିପାଳ ପଞ୍ଚାୟତର ଟିକିନା ରାଉତ।

Advertisment
Odisha Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe