ଫିକା ପଡ଼ିଗଲା ହୋଲିର ରଙ୍ଗ, ବାକ୍ସରେ ଯାଉଛି ବାପାର ଅଙ୍ଗ | Odisha Reporter
ବୋଧହୁଏ ଜନ୍ମ ତାଙ୍କର ଥିଲା ସେବା ପାଇଁ ! ସେଥିପାଇଁ ପ୍ରହରୀଟିଏ ହୋଇ ଦେଶ ମାଆକୁ ଦେଉଥିଲେ ସୁରକ୍ଷା। ହେଲେ ଜୀବନ ଯନ୍ତ୍ରଣାରେ ଛନ୍ଦି ହୋଇ ଚାଲିଗଲେ ଅଫେରା ରାଇଜକୁ। ଆଉ ଗଲାବେଳେ ନିଜର ହାର୍ଟ ଓ ଲିଭର ଦେଇ ବଞ୍ଚାଇ ଦେଇଗଲେ ଦୁଇ ଜଣଙ୍କ ଜୀବନ। ଏମିତି ଜଣେ ମହାନ୍ ଫାଇଟର ହେଉଛନ୍ତି ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁର ୪୮ ବର୍ଷୀୟ କୃଷ୍ଣଚନ୍ଦ୍ର ମହାଭୋଇ। ସେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ (ସିଆରପିଏଫ୍)ରେ ଚାକିରି କରୁଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
