Advertisment

ଆଦିବାସୀଙ୍କ ପ୍ରେମରେ ବିଦେଶୀ ଦମ୍ପତି

ସୁଦୂର ଇଟାଲୀରୁ ନୂଆବର୍ଷ ପାଳନ ଲାଗି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି ଏହି ବିଦେଶୀ ଦମ୍ପତି।

Advertisment

ନୂଆବର୍ଷ ପାଳନ ନେଇ ଆମେ ସମସ୍ତେ ନୂଆନୂଆ ଡେଷ୍ଟିନେସନକୁ ବୁଲିବା ପାଇଁ ଯାଉଛୁ। ହେଲେ ସୁଦୂର ଇଟାଲୀରୁ ନୂଆବର୍ଷ ପାଳନ ଲାଗି ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି ବିଦେଶୀ ଦମ୍ପତି। ଉଭୟ ଇଟାଲୀର ରୋମ ସହରରୁ ଦାରିଙ୍ଗବାଡି ଆସିଛନ୍ତି। ସେମାନେ ହେଉଛନ୍ତି ପାଉଲୋ ଓ ମାର୍କୋ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Daringbadi Kandhmal Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe