ଇଏ ପଶୁପକ୍ଷୀଙ୍କ ପାଇଁ ଭଗବାନ | Dedicated to Caring for Injured Animals | Odisha Reporter
ଲୋକେ ରାଜଧାନୀ ଭୁବନେଶ୍ବର ଆସନ୍ତି କାରଣ ଟଙ୍କା ରୋଜଗାର କରିବେ ଆଉ ପିଲାଛୁଆଙ୍କୁ ଧରି ଖୁସିରେ ରହିବେ । ଯଦି କିଏ ଭୁବନେଶ୍ବର ରାସ୍ତାକଡ଼ରେ ବୁଲି ବୁଲି ପଶୁପକ୍ଷୀଙ୍କ ସେବା କରିବେ । ତେବେ କିଛି ବ୍ୟକ୍ତି ହୁଏତ ସେମାନଙ୍କୁ ପାଗଳ ବୋଲି କହିବେ । ଆଉ ଏହା ମଧ୍ୟ କହିବେ, ଏ ଲୋକଟିର ବୋଧେ କିଛି କାମଧନ୍ଦା ନାହିଁ । କିନ୍ତୁ ଟଙ୍କା ପଛରେ ନ ଗୋଡ଼ାଇ, କ୍ଷତାକ୍ତ ପଶୁପକ୍ଷୀଙ୍କ ସେବାରେ ଲାଗିପଡ଼ିଛନ୍ତି ଏ ମଣିଷ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
