Advertisment

ଇଏ ପଶୁପକ୍ଷୀଙ୍କ ପାଇଁ ଭଗବାନ

ଟଙ୍କା ପଛରେ ନ ଗୋଡ଼ାଇ, କ୍ଷତାକ୍ତ ପଶୁପକ୍ଷୀଙ୍କ ସେବାରେ ଲାଗିପଡ଼ିଛନ୍ତି ଏ ମଣିଷ ।

ଅଦ୍ୟତନ ହୋଇଛି
Advertisment

ଲୋକେ ରାଜଧାନୀ ଭୁବନେଶ୍ବର ଆସନ୍ତି କାରଣ ଟଙ୍କା ରୋଜଗାର କରିବେ ଆଉ ପିଲାଛୁଆଙ୍କୁ ଧରି ଖୁସିରେ ରହିବେ । ଯଦି କିଏ ଭୁବନେଶ୍ବର ରାସ୍ତାକଡ଼ରେ ବୁଲି ବୁଲି ପଶୁପକ୍ଷୀଙ୍କ ସେବା କରିବେ । ତେବେ କିଛି ବ୍ୟକ୍ତି ହୁଏତ ସେମାନଙ୍କୁ ପାଗଳ ବୋଲି କହିବେ । ଆଉ ଏହା ମଧ୍ୟ କହିବେ, ଏ ଲୋକଟିର ବୋଧେ କିଛି କାମଧନ୍ଦା ନାହିଁ । କିନ୍ତୁ ଟଙ୍କା ପଛରେ ନ ଗୋଡ଼ାଇ, କ୍ଷତାକ୍ତ ପଶୁପକ୍ଷୀଙ୍କ ସେବାରେ ଲାଗିପଡ଼ିଛନ୍ତି ଏ ମଣିଷ । 

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe