Advertisment

ସ୍ବପ୍ନରେ ଆସିଥିଲେ କାଳିଆ, ଦାନ କରିଦେଲେ ନିଜର ଘରଡିହ

କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ।

author-image
Manoj Swain

କାଳିଆ ପ୍ରେମରେ ବାୟା ବନବାସୀନି ମାଉସୀ। ଦାନ କରିଦେଲେ ନିଜର ଶ୍ୱଶୁର ଓ ଗୋଶେଇ ଶ୍ୱଶୁର ଅମଳର ଘର ଡିହକୁ। ଏବେ ସାନ ଝିଅ ଘରେ ମହାପ୍ରଭୁଙ୍କ ନାମ ଜପୁଛନ୍ତି ବନବାସୀନି ମାଉସୀ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଆସିଛି ଏପରି ଏକ ଭଲ ଖବର। ଏହି ମାଉସୀ ଜଣଙ୍କ ହେଲେ ବାରିପଦା ସହର ଶ୍ରୀପଦଗଞ୍ଜ ସାହିର ୬୫ ବର୍ଷୀୟା ବନବାସୀନି ବେହେରା।

Advertisment
Odisha Mayurbhanj