ବଞ୍ଚିଛନ୍ତି ପୁଅ-ବୋହୂ, ମରିଯାଇଛି ମାନବିକତା | Odisha Reporter
ପିଲାଙ୍କ ଖୁସି ପାଇଁ ଜୀବନର ଯୌବନ କଟିଗଲା ପରେ ସେହି ମଣିଷଟି ଆଉ କିଛି ମାଗେନି । କେବଳ ଟିକିଏ ସେବା ଯତ୍ନ ଖୋଜେ ଆଉ ସ୍ନେହ ଆଦର ଖୋଜେ। ନା ତାଙ୍କୁ ସୁନା ଅଳଙ୍କାର ଦରକାର ନା ମାଛ ମାଂସ। କେବଳ ପରିଣତ ବୟସରେ ପୁଅ-ବୋହୂ ଓ ନାତି-ନାତୁଣୀଙ୍କ ଗହଣରେ ହସଖୁସିରେ ଟିକିଏ ଦିନ କାଟିବେ। କିନ୍ତୁ ପୁଅ-ବୋହୂ ସେତକ ଖୁସି ବି ଦେଇପାରିଲେନି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
