Advertisment

ଇସାରା ଇସାରାରେ ଭାବ, ଠରାଠରିରେ ପ୍ରେମ

ଦିବ୍ୟାଙ୍ଗ ପ୍ରେମିକାଙ୍କୁ ସାତ ଜନ୍ମର ସାଥୀ କଲେ ଜଣେ ଇଂଜିନିୟର। ଭାଲେଣ୍ଟାଇନ୍ ୱିକରେ ବାଲେଶ୍ବର ଜିଲ୍ଲା ବାହାନଗାର ନିଆରା ପ୍ରେମ ବିବାହକୁ ନେଇ ଚର୍ଚ୍ଚା।

author-image
Manoj Swain

ଯେତେବେଳେ ପୁଅ ବିବାହ ପାଇଁ ଝିଅ ଖୋଜେ ଯାଏ, ସେତେବେଳେ କେତେ ବାଛବିଚାର ପରେ ପୁଅ ପାଇଁ ଝିଅଟେ ବାଛିଥାଆନ୍ତି ପରିବାର ଲୋକେ। କେଉଁଠି ଝିଅର ରଙ୍ଗ କଳା ବୋଲି ବାହାଘର ଭାଙ୍ଗିଯାଏ ତ ପୁଣି କେଉଁଠି ଝିଅଟି କମ୍ ପଢ଼ିଥିବାରୁ ପୁଅ ଘର ଲୋକେ ବାହାଘର ପାଇଁ ନାରାଜ ହୁଅନ୍ତି। କିନ୍ତୁ ଏଠି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଦିବ୍ୟାଙ୍ଗ ପ୍ରେମିକାଙ୍କୁ ସାତ ଜନ୍ମର ସାଥୀ କଲେ ଜଣେ ଇଂଜିନିୟର। ଭାଲେଣ୍ଟାଇନ୍ ୱିକରେ ବାଲେଶ୍ବର ଜିଲ୍ଲା ବାହାନଗାର ନିଆରା ପ୍ରେମ ବିବାହକୁ ନେଇ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balasore