ଶାଗ ବିକି ଦୁଇ ଭାଇ ଲକ୍ଷପତି ! | Odisha Reporter
ଶାଗ ବିକ୍ରି କରି ଲକ୍ଷପତି, ଏକଥା ବିଶ୍ବାସ କରିପାରୁଛନ୍ତି ତ ? ହଁ ଆଜ୍ଞା ପଇସା ରୋଜଗାର କରିବାର ଇଚ୍ଛା ଥିଲେ, ଆପଣ କେଉଁ ଉପାୟରେ ବି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ତେବେ ଏହି ଶାଗ କ୍ଷେତ ଉପରେ ଥରେ ନଜର ପକାନ୍ତୁ। କୋଶଳା, ଲେଉଟିଆ, ସୋରିଷ ଓ ପାଳଙ୍ଗ ଭଳି ଅନେକ ପ୍ରକାର ଶାଗ ରହିଛି, ଯାହା ଖୋଜିବେ ମିଳିଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
