Advertisment

ଶାଗ ବିକି ଦୁଇ ଭାଇ ଲକ୍ଷପତି !

କୋଶଳା, ଲେଉଟିଆ, ସୋରିଷ ଓ ପାଳଙ୍ଗ ଭଳି ଅନେକ ପ୍ରକାର ଶାଗ ରହିଛି, ଯାହା ଖୋଜିବେ ମିଳିଯିବ।

Advertisment

ଶାଗ ବିକ୍ରି କରି ଲକ୍ଷପତି, ଏକଥା ବିଶ୍ବାସ କରିପାରୁଛନ୍ତି ତ ? ହଁ ଆଜ୍ଞା ପଇସା ରୋଜଗାର କରିବାର ଇଚ୍ଛା ଥିଲେ, ଆପଣ କେଉଁ ଉପାୟରେ ବି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ତେବେ ଏହି ଶାଗ କ୍ଷେତ ଉପରେ ଥରେ ନଜର ପକାନ୍ତୁ। କୋଶଳା, ଲେଉଟିଆ, ସୋରିଷ ଓ ପାଳଙ୍ଗ ଭଳି ଅନେକ ପ୍ରକାର ଶାଗ ରହିଛି, ଯାହା ଖୋଜିବେ ମିଳିଯିବ।

Advertisment
Odisha Farmer Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe