ବନ୍ଦୀ କରିବା ପୂର୍ବରୁ କୁହ ଦୋଷ କଣ ? | Odisha Reporter
ଏ ହେଉଛି ବ୍ରହ୍ମପୁର ବଡ ଡାକ୍ତରଖାନାର ଆଇଡି ଓ୍ଵାର୍ଡ । ଏହି ଓ୍ଵାର୍ଡ ପାଲଟିଛି ଏବେ ଏମାନଙ୍କ ଠିକଣା । ଆଉ ଏହି ଚାରିଜଣଙ୍କ ବୟସ ୭୦ରୁ ଅଧିକ ହେବ । ବଡ କଥା ହେଉଛି ଏମାନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ବର୍ଗ ଏମାନଙ୍କୁ ଆଣିଥିଲେ ଚିକିତ୍ସା କରିବାକୁ । ଆଉ ମେଡିକାଲରେ ଭର୍ତ୍ତି ହେବା ପରେ ପରିବାର ବର୍ଗ ଏମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି । ବର୍ଷ ବର୍ଷ ଧରି ଏମାନେ ଏମିତି ମେଡିକାଲରେ ପଡି ରହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
