Advertisment

ଜିଲ୍ଲାପାଳ ହେବ ତ ଏମିତି

ଦୁର୍ଗମ ଅଞ୍ଚଳ ହୋଇଥିବାରୁ ନିଜେ ବାଇକ ଚଳାଇ ଯାଇଥିଲେ ।

author-image
Manoj Swain

ଏଠି କ୍ଷମତା ନୁହେଁ କ୍ଷମତା ପଛରେ ଥିବା ସେବା ମନୋଭାବ ଦେଖିବାକୁ ମିଳିଛି । ବଡ ପଦବୀରେ ଥାଇ ମଧ୍ୟ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ପାଖକୁ ଗଲେ ଆଉ ସମସ୍ୟା ବୁଝିଲେ । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ନିଜେ ବାଇକ ଚଳାଇ ଯାଇଥିଲେ । ବାଧା ସତ୍ତ୍ୱେ ଲୋକଙ୍କ ପାଖରେ ପହଞ୍ଚି ଏବେ ଚର୍ଚ୍ଚାରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ।

Advertisment
Odisha Gajapati District