ପ୍ରେମ ଖୋଜିଦେଲା ସ୍କୁଟି ନମ୍ବର..ସାଥୀ ହୋଇଗଲେ ଜନ୍ମ ଜନ୍ମର || HandiCap Love Story || Odisha Reporter
ଜୋତ୍ସ୍ନା ଓ ସ୍ବାମୀ ସ୍ମିତ ରଂଜନଙ୍କ ବିବାହ ପଛର ନିଆରା ପ୍ରେମ କାହାଣୀ ଶୁଣିଲେ ଆପଣ ଖୁସିରେ ଆତ୍ମହରା ହୋଇଯ଼ିବେ। ପ୍ରେମ ଏମିତି ବି ହୁଏ .. ? ପୂରା ଫିଲ୍ମୀ କାହାଣୀ ଠାରୁ କମ୍ ହେବନି, ଆଜକୁ ପ୍ରାୟ 8 ବର୍ଷ ତଳେ ଜୋତ୍ସ୍ନାଙ୍କୁ ଭୁବନେଶ୍ବର ସିଆରପି ଛକ ରାସ୍ତା କଡରେ ଦେଖିଥିଲେ ସ୍ମିତ ରଂଜନ.. ନିଜର ସ୍ବତନ୍ତ୍ର ସ୍କୁଟିରେ ଆସି ଜୋତ୍ସ୍ନା କିଛି ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ବେଳେ ସ୍ମିତ ରଂଜନ ଦେଖିଥିଲେ। ବାସ , ସେଇ ଦିନ ଠାରୁ ଜୋତ୍ସ୍ନାଙ୍କୁ ଏକ ତରଫା ମନ ଦେଇ ବସିଲେ ସ୍ମିତ ରଂଜନ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
