Advertisment

'ସକାଳେ ରାଣୀ, ରାତିରେ ବିକ୍ରମ ବେତାଳ'

'ପ୍ରେମ ପାଇଁ ଲଣ୍ଡା ହେଇଯାଉଛନ୍ତି ପୁଅ । ପ୍ରେମ ପାଇଁ ଅନେକ ପରିବାରରେ ଅଶାନ୍ତି ଏବଂ ଅନେକ ପରିବାର ଉଜୁଡ଼ି ଯାଉଛି'

author-image
Manoj Swain
ଅଦ୍ୟତନ ହୋଇଛି

'ଏବେକା ପ୍ରେମ ଚିପୁଡ଼ିଆ ପ୍ରେମ। ବିବାଦୀୟ ପ୍ରେମ । ପୁଅଙ୍କୁ ଲଣ୍ଡା କରୁଛନ୍ତି ଝିଅ । ପୁଅ ବନାମ ଝିଅ ଆଜିକାଲିକା ପ୍ରେମ ପୁରା ଚିପୁଡ଼ିଆ । ଖାଲି କରି ଦେଉଛନ୍ତି ଆକାଉଣ୍ଟ। ପ୍ରେମ ପାଇଁ ଲଣ୍ଡା ହେଇଯାଉଛନ୍ତି ପୁଅ । ପ୍ରେମ ପାଇଁ ଅନେକ ପରିବାରରେ ଅଶାନ୍ତି ଏବଂ ଅନେକ ପରିବାର ଉଜୁଡ଼ି ଯାଉଛି ।'  ଏଥିରେ କିନ୍ତୁ ବ୍ରେକ ଲାଗିପାରିବ ତ । ଏହାକୁ ନେଇ ମଜଲିସ୍ ଖଟିରେ ଆଲୋଚନା ।

Advertisment
Odisha Love