ଗାଁକୁ ଫେରିଲେ ପୁଲୱାମା ଯୋଦ୍ଧା, ଖୁସିରେ ନାଚିଲେ ଲୋକେ | Odisha Reporter
Advertisment
ଗାଁକୁ ଫେରିଲେ ପୁଲୱାମା ଯୋଦ୍ଧା, ସମସ୍ତଙ୍କ ମନରେ ଖୁସି ଆଉ ଉତ୍ସାହ। ଦୀର୍ଘ ୨୪ ବର୍ଷଧରି ଦେଶ ମାତୃକାର ସେବା କରି ନିଜ ଜନ୍ମ ମାଟିକୁ ଫେରିଲେ ବୀର ଯବାନ। ଆଉ ତାଙ୍କୁ ପାଛୋଟି ନେବା ପାଇଁ ଛୋଟଠୁ ବଡ଼ ସମସ୍ତେ ଏକାଠି ହୋଇଛନ୍ତି । ପାରମ୍ପରିକ ବାଦ୍ୟ ଆଉ ବାଣରେ କମ୍ପି ଉଠୁଛି ପୂରା ଅଞ୍ଚଳ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us