Advertisment

କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ

ଦିନେ ସାରା ଅଞ୍ଚଳବାସୀଙ୍କ ପାଇଁ ଯିଏ ଆଶାବାଡ଼ି ଥିଲେ ଆଜି ତାଙ୍କୁ ଚାଲିବାକୁ ସାହାରା ଦରକାର ପଡୁଛି ।

Advertisment

ଦିନେ ସାରା ଅଞ୍ଚଳବାସୀଙ୍କ ପାଇଁ ଯିଏ ଆଶାବାଡ଼ି ଥିଲେ ଆଜି ତାଙ୍କୁ ଚାଲିବାକୁ ସାହାରା ଦରକାର ପଡୁଛି । କ୍ୟାନ୍ସରର ଜୀବାଣୁ ଭିତରୁ ଭିତରୁ ଶରୀରକୁ ଖାଇ ଚାଲିଛି କିନ୍ତୁ ନିଜ କଲମକୁ ସେ ଏଯାଏଁ ଛାଡିପାରୁ ନାହାନ୍ତି । ହଁ ଆଜ୍ଞା ଆମେ କହୁଛୁ ଯନ୍ତ୍ରଣାରେ ଜର୍ଜରିତ ଜଣେ ସାମ୍ବାଦିକଙ୍କ କଥା... । ତେବେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ ।

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe