Advertisment

ହୋର୍ଡିଂରେ ଗୋଟେ, କାମ ଆଉ ଗୋଟେ

ପାଣି ପାଇଁ ମହିଳାଙ୍କ ଲମ୍ବା ଲାଇନ। ଏହି ଗୋଟିଏ ଟ୍ୟୁଓ୍ବେଲ ଉପରେ ନିର୍ଭର କରୁଛନ୍ତି ସ୍ଥାନୀୟ ହଜାର ହଜାର ଲୋକ।

author-image
Manoj Swain

ପାଣି ଟାଙ୍କି ଅଛି କିନ୍ତୁ ପାଣି ଆସୁନି । ଲୋକେ ଅଭିଯୋଗ କରି କରି ଥକିପଡ଼ିଲେଣି ତଥାପି ସମସ୍ୟାର ସମାଧନ ପାଇଁ କେହି ବି ଆଗକୁ ଆସୁ ନାହାନ୍ତି। ପାଣି ପାଇଁ ମହିଳାଙ୍କ ଲମ୍ବା ଲାଇନ। ଏହି ଗୋଟିଏ ଟ୍ୟୁଓ୍ବେଲ ଉପରେ ନିର୍ଭର କରୁଛନ୍ତି ସ୍ଥାନୀୟ ହଜାର ହଜାର ଲୋକ। ଏମିତି କି ପାଣି ନେବା ପାଇଁ ପରସ୍ପର ଭିତରେ ପାଟିତୁଣ୍ଡ ବି ଲାଗିଯାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆୟବା ପଞ୍ଚାୟତର ବାଲିଗୋଠ, କେଉଟଗଡ଼ ଓ ଠାକୁରଢ଼ିଆ ଗାଁର ପାଖାପାଖି ୩ ହଜାର ଲୋକେ ପାନୀୟ ଜଳ ପାଇଁ ହଇରାଣ କରକତ ହେଉଛନ୍ତି।

Advertisment
Odisha Kendrapada