ପାଣି ଟାଙ୍କି ଅଛି କିନ୍ତୁ ପାଣି ଆସୁନି । ଲୋକେ ଅଭିଯୋଗ କରି କରି ଥକିପଡ଼ିଲେଣି ତଥାପି ସମସ୍ୟାର ସମାଧନ ପାଇଁ କେହି ବି ଆଗକୁ ଆସୁ ନାହାନ୍ତି। ପାଣି ପାଇଁ ମହିଳାଙ୍କ ଲମ୍ବା ଲାଇନ। ଏହି ଗୋଟିଏ ଟ୍ୟୁଓ୍ବେଲ ଉପରେ ନିର୍ଭର କରୁଛନ୍ତି ସ୍ଥାନୀୟ ହଜାର ହଜାର ଲୋକ। ଏମିତି କି ପାଣି ନେବା ପାଇଁ ପରସ୍ପର ଭିତରେ ପାଟିତୁଣ୍ଡ ବି ଲାଗିଯାଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆୟବା ପଞ୍ଚାୟତର ବାଲିଗୋଠ, କେଉଟଗଡ଼ ଓ ଠାକୁରଢ଼ିଆ ଗାଁର ପାଖାପାଖି ୩ ହଜାର ଲୋକେ ପାନୀୟ ଜଳ ପାଇଁ ହଇରାଣ କରକତ ହେଉଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।