ପ୍ରେମ ପାଇଁ କଣ ଗୋଟେ ବୟସ ଥାଏ, ବୃଦ୍ଧ ବୟସରେ ବି ପ୍ରେମ ହୁଏ, ଏଇ ଦେଖୁନାହାନ୍ତି 65 ବର୍ଷ ବୟସରେ ବି ପାଦରେ ଅଳତା ଆଖିରେ କଜଳ ଲଗେଇ କନ୍ୟା ବେଶରେ ସଯ ହୋଇଛନ୍ତି। ପରସ୍ପରର ହାତ ଧରି ବେଦିରେ ବସିଛନ୍ତି । କାରଣ ପରିଣତ ବୟସରେ ଦୁଇ କୁଷ୍ଠ ରୋଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କୁଷ୍ଠ ରୋଗରୁ ମୁକ୍ତି ପାଇବାପରେ ଜଗନ୍ନାଥଙ୍କ ପାଖରେ ସାକ୍ଷୀ ରଖି ବାକି ଜୀବନ ପାଇଁ ବାନ୍ଧି ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଭଲ କଥା ବୁଝାଉଛି ‘ପ୍ଲାଷ୍ଟିକ ବାୟା’
ବାପି କେବଳ ପ୍ଲାଷ୍ଟିକ ଅଳିଆ ସଫା କରନ୍ତି ତାହା ନୁହେଁ, ପର୍ଯ୍ୟଟକଙ୍କୁ ପ୍ଲାଷ୍ଟିକ ଅଳିଆର ଅପକାରିତା ସମ୍ପର୍କରେ ବୁଝାନ୍ତି। ମେଳା ମହୋତ୍ସବରେ ପ୍ଲାଷ୍ଟିକଭୂତ ଭାବରେ ନିଜେ ସଜେଇ ହୋଇ ପରିବେଶ ସଚେତନତାର ବାର୍ତ୍ତା ଦିଅନ୍ତି।
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।