Advertisment

କୁଷ୍ଠ ରୋଗରୁ ପ୍ରେମ, 65 ବର୍ଷରେ ବିବାହ

ପ୍ରେମ ପାଇଁ କଣ ଗୋଟେ ବୟସ ଥାଏ, ବୃଦ୍ଧ ବୟସରେ ବି ପ୍ରେମ ହୁଏ, ଏଇ ଦେଖୁନାହାନ୍ତି 65 ବର୍ଷ ବୟସରେ ବି ପାଦରେ ଅଳତା ଆଖିରେ କଜଳ ଲଗେଇ କନ୍ୟା ବେଶରେ ସଯ ହୋଇଛନ୍ତି ।

author-image
Manoj Swain

ପ୍ରେମ ପାଇଁ କଣ ଗୋଟେ ବୟସ ଥାଏ, ବୃଦ୍ଧ ବୟସରେ ବି ପ୍ରେମ ହୁଏ, ଏଇ ଦେଖୁନାହାନ୍ତି 65 ବର୍ଷ ବୟସରେ ବି ପାଦରେ ଅଳତା ଆଖିରେ କଜଳ ଲଗେଇ କନ୍ୟା ବେଶରେ ସଯ ହୋଇଛନ୍ତି। ପରସ୍ପରର ହାତ ଧରି ବେଦିରେ ବସିଛନ୍ତି । କାରଣ ପରିଣତ ବୟସରେ ଦୁଇ କୁଷ୍ଠ ରୋଗୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କୁଷ୍ଠ ରୋଗରୁ ମୁକ୍ତି ପାଇବାପରେ ଜଗନ୍ନାଥଙ୍କ ପାଖରେ ସାକ୍ଷୀ ରଖି ବାକି ଜୀବନ ପାଇଁ ବାନ୍ଧି ହୋଇଛନ୍ତି।

Advertisment
Odisha Balasore