ଗୋଟିଏ ପଟେ ବିଜେଡି ନେତାଙ୍କ ଗାଡ଼ି ଶବ୍ଦରେ ଗାଁ ଦାଣ୍ଡ ଫାଟି ପଡୁଛି, ଅନ୍ୟପଟେ ନୂଆଁଣିଆ ଚାଳ ଛପର ଘରେ ୧୭ ବର୍ଷର ପୁଅଟି କାକୁତିମିନତି ହୋଇ ସରକାରଙ୍କୁ ଗୁହାରି କରୁଛି। ବାଇକରେ ଲକ୍ଷ ଲକ୍ଷ ଟଙ୍କା ପେଟ୍ରୋଲ ପଡୁଛି ଆଉ ଭୋଜି ଭାତର ଆୟୋଜନ ବି ହେଉଛି। ଖୋଦ ବିଧାୟକ ନିଜେ ରହି ସଂଗଠନ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ଭଦ୍ରକ ଚାନ୍ଦବାଲି କରଞ୍ଜମାଳର ମିଥୁନ ବେହେରାଙ୍କ କାନ୍ଦଣାର ସ୍ୱର ବିଧାୟକଙ୍କ କାନରେ ପଡୁନି କି ତାଙ୍କ ନିକଟରେ ପହଞ୍ଚି ସାନ୍ତନା ଦେବାକୁ ସମୟ ହେଉନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।