Advertisment

କାନ୍ଦୁଛନ୍ତି ମିଥୁନ

ରୋଗଶଯ୍ୟାରେ ୧୭ ବର୍ଷର ମିଥୁନ

Advertisment

ଗୋଟିଏ ପଟେ ବିଜେଡି ନେତାଙ୍କ ଗାଡ଼ି ଶବ୍ଦରେ ଗାଁ ଦାଣ୍ଡ ଫାଟି ପଡୁଛି, ଅନ୍ୟପଟେ ନୂଆଁଣିଆ ଚାଳ ଛପର ଘରେ ୧୭ ବର୍ଷର ପୁଅଟି କାକୁତିମିନତି ହୋଇ ସରକାରଙ୍କୁ ଗୁହାରି କରୁଛି। ବାଇକରେ ଲକ୍ଷ ଲକ୍ଷ ଟଙ୍କା ପେଟ୍ରୋଲ ପଡୁଛି ଆଉ ଭୋଜି ଭାତର ଆୟୋଜନ ବି ହେଉଛି। ଖୋଦ ବିଧାୟକ ନିଜେ ରହି ସଂଗଠନ କାର୍ଯ୍ୟ ତୁଲାଉଛନ୍ତି। କିନ୍ତୁ ଭଦ୍ରକ ଚାନ୍ଦବାଲି କରଞ୍ଜମାଳର ମିଥୁନ ବେହେରାଙ୍କ କାନ୍ଦଣାର ସ୍ୱର ବିଧାୟକଙ୍କ କାନରେ ପଡୁନି କି ତାଙ୍କ ନିକଟରେ ପହଞ୍ଚି ସାନ୍ତନା ଦେବାକୁ ସମୟ ହେଉନି।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe