Advertisment

ମା ଚାଲିଗଲା,ସାହାରା ଖୋଜୁଛନ୍ତି ୬ ଭାଇ ଭଉଣୀ

ସବୁଦିନ ପାଇଁ ଏମାନଙ୍କୁ ମା'ଛେଉଣ୍ଡ କରିଦେଲେ ବାପା ।

author-image
Manoj Swain

କୁହାଯାଏ ଯାହାର ମା'ନାହିଁ ତାହାର କେହି ନାହିଁ । ସତରେ ଦଇବ ବି କେତେ ନିଷ୍ଠୁର । ନହେଲେ କଣ ଆଜି ଏମାନେ ଏମିତି ଏକାକି ବଞ୍ଚିବାର ରାହା ଖୋଜୁଥାନ୍ତେ । ସବୁଦିନ ପାଇଁ ଏମାନଙ୍କୁ ମା'ଛେଉଣ୍ଡ କରିଦେଲେ ବାପା । ନିଶାଶକ୍ତ ଅବସ୍ଥାରେ ସାତ ଜନମର ସାଥୀ କରିବା ପାଇଁ ହାତ ଧରିଥିବା ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲାନି ।

Advertisment
Odisha Keonjhar