ମିସ୍ ୟୁ...SP ମାଡାମ୍ | Odisha Reporter
ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୁଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଳା ପୁଲିସ ବାହିନୀ ତରଫରୁ ରାସ୍ତାରେ ଫୁଲ ବର୍ଷା କରାଯିବା ସହ ଫୁଲ ବିଛା ଯାଇଥିଲା । ଏବଂ ବାଜା ବଜାଇବା ସହିତ ଉପସ୍ଥିତ ପୁଲିସ ବାହିନୀ ତରଫରୁ ନାଚି ନାଚି ବିଦାୟ ଜଣାଯାଇଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
