Advertisment

ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୁଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି ।

Advertisment

ଭିନ୍ନ ଅନ୍ଦାଜରେ ନବରଙ୍ଗପୁର SPଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା । ନବରଙ୍ଗପୁରର SP ଏସ.ସୁଶ୍ରୀଙ୍କୁ ମୟୁରଭଞ୍ଜ SP ଭାବେ ବଦଳି ପରେ ଜିଲ୍ଳା ପୁଲିସ୍ ପକ୍ଷରୁ ତାଙ୍କୁ ଭବ୍ୟ ବିଦାୟକାଳିନୀ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଳା ପୁଲିସ ବାହିନୀ ତରଫରୁ ରାସ୍ତାରେ ଫୁଲ ବର୍ଷା କରାଯିବା ସହ ଫୁଲ ବିଛା ଯାଇଥିଲା । ଏବଂ ବାଜା ବଜାଇବା ସହିତ ଉପସ୍ଥିତ ପୁଲିସ ବାହିନୀ ତରଫରୁ ନାଚି ନାଚି ବିଦାୟ ଜଣାଯାଇଥିଲା ।

Advertisment
Odisha Police Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe