Advertisment

ସାହାଯ୍ୟ ମାଗୁଛନ୍ତି ନବୀନଙ୍କ ଭାଇ

ଆପଣ ବିଜୁବାବୁଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ କଥା ଜାଣିଥିବେ। ଯାହାକି ଏବେ ସଂଗ୍ରାହଳୟ ପାଲଟିଛି। ହେଲେ ବିଜୁଙ୍କ ଭାଇ ଜର୍ଜ ପଟ୍ଟନାୟକଙ୍କ ପରିବାର ସମ୍ପର୍କରେ କିଛି ଜାଣନ୍ତି କି? ଏବେ ପରିଣତ ବୟସରେ ଦୁଃଖ କଷ୍ଟର କାଳ କାଟୁଛନ୍ତି ନବୀନଙ୍କ ବଡ଼ ବାପାଙ୍କ ପୁଅ ତଥା ଭାଇ ଦିଲ୍ଲୀପ ପଟ୍ଟନାୟକ ଏବଂ ଭଉଣୀ ରେଖା। ରୋଗରେ ପଡ଼ି ଯନ୍ତ୍ରଣା ଭୋଗୁଛନ୍ତି। ଆର୍ଥିକ ଅନଟନରେ କାଳ କାଟୁଛନ୍ତି ସେମାନେ।।

author-image
Debendra Prusty

Naveen Patnaik Biju Pattanaik Odisha Odisha Politics