କେମିତି ହାତ ଗଲା ଚାକିରି ଖାଇବାକୁ ?|| Rairangpur || Kusumi Block || Odisha Reporter|
ଦିନ ଯେତିକି ବଢୁଛି ଦୁଃଖର ଯାତନା ବି ପରିବାରକୁ ଆଘାତ ଦେଇ ଚାଲିଛି। ଚାଳ ଘରେ ଦୁଇ ଦୁଇଟା ପରିଣତ ବୟସର ବାପା ମା’। ଏମାନଙ୍କ ସହ ପୁଣି ଜଣେ ମାନସିକ ବିକାରଗ୍ରସ୍ତ ପୁଅଟିଏ ବି ଅଛି । ସମସ୍ତଙ୍କ ଦାୟିତ୍ବ ନେଉଥିଲେ ଏ ଭଉଣୀ। ନିଜର ସବୁ ଖୁସିକୁ ପଛରେ ପକାଇ ପରିବାରର ମେରୁଦଣ୍ତ ସାଜିଥିଲା। ହେଲେ ଚାକରି ଛଡେଇ ନେବା ପରେ ଏବେ ପରିବାର ପୁରା ବେସାହାରା। ନା ଭଲରେ ଖାଉଛନ୍ତି ନା ଭଲରେ ଦେହ ପାଇଁ ଖଣ୍ଡିଏ ପିନ୍ଧି ପାରୁଛନ୍ତି। କେବଳ ଭଗବାନଙ୍କ ଭରସାରେ ଚାଲିଛନ୍ତି ପରିବାର। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
