Advertisment

କେମିତି ହାତ ଗଲା ଚାକିରି ଖାଇବାକୁ ?

ଚାଳ ଘରେ ଦୁଇ ଦୁଇଟା ପରିଣତ ବୟସର ବାପା ମା’। ଏମାନଙ୍କ ସହ ପୁଣି ଜଣେ ମାନସିକ ବିକାରଗ୍ରସ୍ତ ପୁଅଟିଏ ବି ଅଛି । ସମସ୍ତଙ୍କ ଦାୟିତ୍ବ ନେଉଥିଲେ ଏ ଭଉଣୀ। ହେଲେ...

ଅଦ୍ୟତନ ହୋଇଛି
Advertisment

ଦିନ ଯେତିକି ବଢୁଛି ଦୁଃଖର ଯାତନା ବି ପରିବାରକୁ ଆଘାତ ଦେଇ ଚାଲିଛି। ଚାଳ ଘରେ ଦୁଇ ଦୁଇଟା ପରିଣତ ବୟସର ବାପା ମା’। ଏମାନଙ୍କ ସହ ପୁଣି ଜଣେ ମାନସିକ ବିକାରଗ୍ରସ୍ତ ପୁଅଟିଏ ବି ଅଛି । ସମସ୍ତଙ୍କ ଦାୟିତ୍ବ ନେଉଥିଲେ ଏ ଭଉଣୀ। ନିଜର ସବୁ ଖୁସିକୁ ପଛରେ ପକାଇ ପରିବାରର ମେରୁଦଣ୍ତ ସାଜିଥିଲା। ହେଲେ ଚାକରି ଛଡେଇ ନେବା ପରେ ଏବେ ପରିବାର ପୁରା ବେସାହାରା। ନା ଭଲରେ ଖାଉଛନ୍ତି ନା ଭଲରେ ଦେହ ପାଇଁ ଖଣ୍ଡିଏ ପିନ୍ଧି ପାରୁଛନ୍ତି। କେବଳ ଭଗବାନଙ୍କ ଭରସାରେ ଚାଲିଛନ୍ତି ପରିବାର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe