ଗାଁକୁ ଭୁଲି ନାହାଁନ୍ତି ଲଣ୍ଡନ ଡାକ୍ତର | Odisha Reporter
ଲଣ୍ଡନରେ ଡାକ୍ତର କିନ୍ତୁ ଗାଁରେ ପୁଅ । ଏତେ ପ୍ରତିଷ୍ଠିତ ହୋଇ ବି ଗାଁ ଲୋକଙ୍କ ସେବା କରିବାରୁ ନିଜକୁ ବଞ୍ଚିତ କରି ନାହାଁନ୍ତି । ସତରେ ସମାଜରେ ଏମିତି କିଛି ଲୋକ ଅଛନ୍ତି, ସେ ଯେଉଁଠି ବି ଥାଆନ୍ତୁ.. ଆଉ ଯେତେ ପ୍ରତିଷ୍ଠିତ ହୋଇଥାନ୍ତୁ ନା କାହିଁକି...ହେଲେ ନିଜ ଗାଁ ମାଟିକୁ ଭୁଲି ପାରିନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
