Advertisment

ନିଜ ଗାଁକୁ ଭୁଲି ନାହାଁନ୍ତି ଲଣ୍ଡନ ଡାକ୍ତର

ଏତେ ପ୍ରତିଷ୍ଠିତ ହୋଇ ବି ଗାଁ ଲୋକଙ୍କ ସେବା କରିବାରୁ ନିଜକୁ ବଞ୍ଚିତ କରି ନାହାଁନ୍ତି ।

Advertisment

ଲଣ୍ଡନରେ ଡାକ୍ତର କିନ୍ତୁ ଗାଁରେ ପୁଅ । ଏତେ ପ୍ରତିଷ୍ଠିତ ହୋଇ ବି ଗାଁ ଲୋକଙ୍କ ସେବା କରିବାରୁ ନିଜକୁ ବଞ୍ଚିତ କରି ନାହାଁନ୍ତି । ସତରେ ସମାଜରେ ଏମିତି କିଛି ଲୋକ ଅଛନ୍ତି, ସେ ଯେଉଁଠି ବି ଥାଆନ୍ତୁ.. ଆଉ ଯେତେ ପ୍ରତିଷ୍ଠିତ ହୋଇଥାନ୍ତୁ ନା କାହିଁକି...ହେଲେ ନିଜ ଗାଁ ମାଟିକୁ ଭୁଲି ପାରିନାହାନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe